ଲଭ ୟୁ…ଜ୍ୟୋତିଙ୍କ ସିକ୍ରେଟ ଡାଏରୀରୁ ମିଳିଲା ଚିଠି, ପାକିସ୍ତାନୀ ISI… ନୂଆଦିଲ୍ଲୀ,୨୦।୫; ହରିୟାଣାର ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ଗିରଫ କରାଯାଇଛି, ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଘରୁ ଜବତ ହୋଇଥିବା ଏକ ଡାଏରୀରେ “ଆଇ ଲଭ ୟୁ” ଏବଂ...