ଧରାପଡ଼ିଲା ଆନ୍ତଃଜିଲା ଡକାୟତ ଦଳ: ବିପୁଳ ପରିମାଣର ସୁନା ଅଳଙ୍କାର ସହ ଦେଶୀ ବନ୍ଧୁକ-ଖଣ୍ଡା ଜବତ ସାଲେପୁର,୧୪ା୫(ଅରବିନ୍ଦ ଭୂୟାଁ): କଟକ ଜିଲା ସମେତ ଓଡ଼ିଶାର ଭିଭିନ୍ନ ଜିଲାରେ ଡକାୟତି ମାମଲା ଘଟାଇ ଫେରାର ହୋଇଯାଉଥିବା ଡକାୟତି ଦଳକୁ କଟକ ଜିଲା ଗ୍ରାମାଞ୍ଚଳ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। କଟକ ଜିଲାର ସାଲେପୁର, ମାହାଙ୍ଗା ଓ ନେମାଳ...