ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ
ଭୁବନେଶ୍ୱର,୧୫ା୪: ଦିନକୁ ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉଚ୍ଚ ରହିବାରୁ ଉଭୟ ଖାଉଟି ଓ ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି। ବିଶେଷକରି ଘରୋଇ ବଜାରରେ ପରିବାଠାରୁ ଆରମ୍ଭକରି ଖାଇବା ତେଲ ଦର ଆକାଶଛୁଆଁ ରହିଛି। ଫଳରେ ଖାଉଟି ଅତିରିକ୍ତ ଖର୍ଚ୍ଚାନ୍ତରେ ଆଉଟୁପାଉଟୁ ହେଉଛନ୍ତି।…
ନଭେମ୍ବର ମାସରେ ବୃଦ୍ଧି ପାଇଲା ଖୁଚୁରା ମୁଦ୍ରାସ୍ଫୀତି
ନୂଆଦିଲ୍ଲୀ,୧୨।୧୨: ଖାଦ୍ୟ ପଦାର୍ଥର ଦାମ୍ ବଢିବା ସହିତ ନଭେମ୍ବର ମାସରେ ବୃଦ୍ଧି ପାଇଛି ଖୁଚୁରା ମୁଦ୍ରାସ୍ଫୀତି। ମଙ୍ଗଳବାର କେନ୍ଦ୍ର ସରକାର ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ଅକ୍ଟୋବରରେ ଚାରି ମାସ ସର୍ବନିମ୍ନ ୪.୮ ପ୍ରତିଶତକୁ ଖସିଯିବା ପରେ ନଭେମ୍ବରରେ ଭାରତର ଖୁଚୁରା…
ମୁଦ୍ରାସ୍ଫୀତିରୁ ଆଶ୍ବସ୍ତି ମିଳିଛି କିନ୍ତୁ ବିପଦ ଏପର୍ଯ୍ୟନ୍ତ ଟଳି ନାହିଁ: ଆରବିଆଇ
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କହିଛି ଯେ ଗମ୍ଭୀର ମୁଦ୍ରାସ୍ଫୀତିରୁ ଦେଶ ନିଶ୍ଚିତ ଭାବେ ଆଶ୍ବସ୍ତି ପାଇଛି। କିନ୍ତୁ ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମକୁ ଯିବାକୁ ବହୁତ ଦୂର ବାଟ ଅଛି। ଅସୁବିଧାର ଅବଧି ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।…

