ସିନ୍ଧୁ ଜଳ ସନ୍ଧିକୁ ନେଇ ଟେନସନ ଦେଲା ଭାରତ, ଶେଷରେ ସତ ମାନିଲା ପାକିସ୍ତାନ ନୂଆଦିଲ୍ଲୀ/ଇସଲାମାବାଦ,୨।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଜଳ ସଂରକ୍ଷଣ ପଦ୍ଧତିକୁ ସୁଦୃଢ଼ କରିବ। ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ଭାରତ ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ପଦକ୍ଷେପ...