ଭୟରେ ଥରିଲେଣି ଟ୍ରମ୍ପ! ଭାରତ ଉପରେ ଲଗାଇଥିବା ଟାରିଫକୁ ନେଇ କୋର୍ଟଙ୍କ ସାମ୍ନାରେ କରୁଛନ୍ତି ବାହାନା ଓ୍ବାଶିଂଟନ,୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁପ୍ରିମକୋର୍ଟରେ ଫେଡେରାଲ କୋର୍ଟର ନିଷ୍ପତ୍ତିକୁ ଗୁରୁବାର (ସେପ୍ଟେମ୍ବର ୪, ୨୦୨୫) ରେ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଆମେରିକାର ରାଷ୍ଟ୍ରପତିଙ୍କ ବିଦେଶୀ ଆମଦାନୀ ଉପରେ ଶୁଳ୍କ ଲଗାଇବାର ଅଧିକାର ନାହିଁ। ଏଠାରେ ଟ୍ରମ୍ପ…