ଭାରତ ପାଇଁ ରୁଷିଆ ସାଜିବ ସଙ୍କଟମୋଚକ! ତୈଳ ସଙ୍କଟ ମଧ୍ୟରେ ଆସିଲା ବଡ଼ ଖବର ନୂଆଦିଲ୍ଲୀ,୩।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଆଉ ତିନୋଟି ରାଷ୍ଟ୍ର ମଧ୍ୟରେ ସୀମିତ ନାହିଁ। ଏହା ସମଗ୍ର ମଧ୍ୟପ୍ରାଚ୍ୟରେ ବ୍ୟାପିଛି। ୟୁରୋପରୁ ଗୁରୁତ୍ୱପୂର୍ଣ୍ଣ ସ୍ବର ଉଠିଛି। ରୁଷିଆ ଏବଂ ଚାଇନା ମଧ୍ୟ ବିବୃତ୍ତି ଜାରି କରିଛନ୍ତି। ଏହା ସ୍ପଷ୍ଟ…