ଆଗାମୀ ୫ ବର୍ଷ ମଧ୍ୟରେ ଇସ୍ରାଏଲ ୫୦ ହଜାର ଭାରତୀୟଙ୍କୁ ଚାକିରି ଯୋଗାଇବ ତେଲ ଅଭିଭ,୭।୬: ତେଲ ଅଭିଭ ବେନ ଗୁରିଅନ ବିମାନବନ୍ଦରରେ ଅବତରଣ କରିବା ସମୟରେ ଯାତ୍ରୀମାନଙ୍କୁ ଏକ ଅନନ୍ୟ ଦୃଶ୍ୟ ସୱାଗତ କରେ। ଦୁବାଇ କିମ୍ବା ଆବୁଧାବିର ବିମାନବନ୍ଦରରେ ଭାରତୀୟମାନଙ୍କୁ ଦେଖିବା ସାଧାରଣ କଥା, ଏଠାରେ – ଯେତେବେଳେ ଆପଣ ସୁରକ୍ଷା ଯାଞ୍ଚ…