Tag Archives: INDIAN

କାନାଡ଼ାରେ ପୁଣି ଫୁଟିଲା ଗୁଳି, ଏଥର ଶିକାର ହେଲେ ଭାରତୀୟ ବ୍ୟବସାୟୀ

ଟରଣ୍ଟୋ,୨୯।୧୦: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଗ୍ୟାଙ୍ଗ କାନାଡାର ଆବଟସଫୋର୍ଡରେ ଜଣେ ଭାରତୀୟ ବଂଶୋଦ୍ଭବ ଶିଳ୍ପପତିଙ୍କ ହତ୍ୟା ଏବଂ ଜଣେ ପଞ୍ଜାବୀ ଗାୟକଙ୍କ ଘରେ ଗୁଳିକାଣ୍ଡ ପାଇଁ ଦାୟୀ ବୋଲି ଦାବି କରିଛି। ରାଜସ୍ଥାନ ପୋଲିସ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସକ୍ରିୟ…

ଭାରତୀୟଙ୍କୁ ଆମେରିକାରୁ ବିଦା କରିବାକୁ ଅପିଲ କଲେ ଏହି ଆମେରିକୀୟ ନେତା, ହେଉଛି ବଡ଼ ଚର୍ଚ୍ଚା

ଓ୍ବାଶିଂଟନ,୧୯।୧୦: ଆମେରିକାରେ ରହୁଥିବା ଭାରତୀୟଙ୍କ ବିଷୟରେ ମନ୍ତବ୍ୟ ପାଇଁ ଫ୍ଲୋରିଡା ଷ୍ଟେଟ ସେନେଟର ଚାଣ୍ଡଲର ଲାଙ୍ଗେଭିନ କଠୋର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଭାରତୀୟଙ୍କୁ ଦେଶାନ୍ତର କରିବା ବିଷୟରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ଶନିବାର (ଅକ୍ଟୋବର ୧୮) ଦିନ ସିଟି କାଉନସିଲ…

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ନିସ୍ତୁକ ମାଡ଼, ଭାଇରାଲ ହେଉଛି ଛାତିଥରା ଭିଡିଓ

ଆଡିଲେଡ,୨୩।୭: ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ରଙ୍କୁ ନିର୍ମମ ଭାବରେ ମାଡ଼ ମରାଯାଇଥିଲା, ତାଙ୍କୁ ଜାତିଗତ ମନ୍ତବ୍ୟ ଦିଆଯାଇଥିଲା ଏବଂ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଅଷ୍ଟ୍ରେଲିଆର ଆଡିଲେଡରୁ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ କାର ପାର୍କିଂ ସମୟରେ ଏହି…

ୟୁଏଇରେ ସ୍ତ୍ରୀଙ୍କୁ ହତ୍ୟାକଲେ ଭାରତୀୟ

ଶାରଜା, ୨୨ା୭: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଜଣେ ଭାରତୀୟ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ମହିଳା ହେଉଛନ୍ତି କେରଳର ଅତୁଲ୍ୟା ଶେଖର। ରବିବାର ଶାରଜାସ୍ଥିତ ନିଜ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଜବତ ହୋଇଛି। ଅତୁଲ୍ୟାଙ୍କ ଗଳା ଚିପି ସ୍ବାମୀ ସତୀଶ…

ଟ୍ରେନ୍‌ରେ ଯିବାବେଳେ ଯାତ୍ରୀ ଆପଣାଇଲେ ଅଜବ କୌଶଳ, ଏମିତି ଦୃଶ୍ୟ କେବେ ଦେଖି ନ ଥିବେ…

ଆଜିକାଲି ସୋସିଆଲ ମିଡିଆରେ ଏକ ମଜାଳିଆ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯାତ୍ରୀ ଟ୍ରେନ୍‌ରେ ଏମିତି ଏକ ଦେଶୀ କୌଶଳ କରିଛନ୍ତି ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ମଜା ବି ନେଉଛନ୍ତି। ଭିଡିଓରେ ଜଣେ ଯାତ୍ରୀ…

ଭାରତୀୟ ହାଇକମିଶନରଙ୍କୁ ସମନ କଲା ବାଂଲାଦେଶ, ଲଗାଇଲା ଏପରି ଅଭିଯୋଗ

ନୂଆଦିଲ୍ଲୀ,୧୨।୧: ରବିବାର ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ସମନ କରିଛି ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ। ଭାରତ-ବାଂଲାଦେଶ ସୀମାରେ ପାଞ୍ଚଟି ସ୍ଥାନରେ ବାଡ଼ ନିର୍ମାଣ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିବାର କିଛି ଘଣ୍ଟା ପରେ ଢାକା ଏହି ସମନ ଜାରି କରିଛି,…

ଏହି ଦେଶର ମହିଳାଙ୍କ ନିକଟରେ ରହିଛି ସବୁଠୁ ଅଧିକ ସୁନା, ଆମେରିକାଠାରୁ ଆଗରେ…

ସାଧାରଣତଃ ଭାରତୀୟ ମହିଳାମାନେ ସୁନା ଅଳଙ୍କାରକୁ ଅଧିକ ପସନ୍ଦ କରନ୍ତି ବୋଲି ସମସ୍ତେ ଜାଣନ୍ତି। ମାତ୍ର ବିଦେଶର ମହିଳାଙ୍କ ନିକଟରେ ମଧ୍ୟ ସୁନା ଥାଏ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏକ ଭାରତୀୟ ବିବାହ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ…

ଶିକ୍ଷାଠାରୁ ବିବାହରେ ଅଧିକ ଖର୍ଚ୍ଚ କରୁଛନ୍ତି ଭାରତୀୟ

ଭୁବନେଶ୍ୱର,୧ା୭(ଅନୁରାଧା ମହାରଣା): ଭାରତୀୟମାନେ ଖାଦ୍ୟକୁ ବାଦ ଦେଲେ ସବୁଠାରୁ ଅଧିକ ଖର୍ଚ୍ଚ ବିବାହ ଉତ୍ସବରେ ଖର୍ଚ୍ଚ କରନ୍ତି। ଏପରିକି ଭାରତୀୟତମାନେ ଶିକ୍ଷା ପାଇଁ ବ୍ୟୟ କରୁଥିବା ଅର୍ଥର ଦୁଇଗୁଣାରୁ ଅଧିକ ବିବାହରେ ଖର୍ଚ୍ଚ କରିଥାନ୍ତି। ଭାରତୀୟ ବିବାହ ଉଦ୍ୟୋଗକୁ ନେଇ ପ୍ରକାଶିତ…

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା ଗୁଜରାଟର ଆନନ୍ଦ ଜିଲାର ବାସିନ୍ଦା ଥିଲେ। ଦକ୍ଷିଣ କାରୋଲିନା ହାଇଓ୍ବେ ପାଟ୍ରୋଲିଂ ଅଧିକାରୀଙ୍କ ଅନୁଯାୟୀ,…

ପ୍ରୋଟୋକଲ ଭାଙ୍ଗି ମୋଦିଙ୍କୁ ଆଲିଙ୍ଗନ କଲେ ୟୁଏଇ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୨: ୟୁଏଇ ପୁଣି ଥରେ ଭାରତ ସହିତ ବନ୍ଧୁତ୍ୱର ଝଲକ ଦେଖାଇଛି। ଆବୁଧାବିରେ ପହଞ୍ଚିବା ପରେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜୟେଦ ଅଲ ନହ୍ୟାନ ପ୍ରୋଟୋକଲ ଭାଙ୍ଗି ବିମାନବନ୍ଦରରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରିଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ସେନାରୁ ବାହାର ହେବେ ୧ ଲକ୍ଷ କର୍ମଚାରୀ: ସେନାଧ୍ୟକ୍ଷ ଦେଲେ ସୂଚନା…

ନୂଆଦିଲ୍ଲୀ,୧୧।୧ : ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଗୁରୁବାର ଦିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ୨୦୨୭ ସୁଦ୍ଧା ସେନାରେ ଅପ୍ଟିମାଇଜେଶନ ପ୍ରକ୍ରିୟା ଶେଷ ହେବ। ଯାହା ପରେ ସେନାରେ ପ୍ରାୟ ଏକ ଲକ୍ଷ କର୍ମଚାରର ବାହାର…

ଲଜ୍ଜାଜନକ ରେକର୍ଡ କଲା ଦକ୍ଷିଣ ଆଫ୍ରିକା

କେପଟାଉନ୍‌,୩।୧: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୫୫ ରନ ସଂଗ୍ରହ କରିଥିଲା। ମୋଟ ୫୫ ରନ ସହ ଆଫ୍ରିକା ଭାରତ ବିପକ୍ଷ ଟେଷ୍ଟ କ୍ରିକେଟର ଏକ ଇନିଂସରେ ସବୁଠାରୁ କମ୍‌ ସ୍କୋର କରିବାର ଲଜ୍ଜାଜନକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri