ଭାରତୀୟ ମସଲା, ଚା’ ରପ୍ତାନୀକାରୀଙ୍କୁ ଆମେରିକାର ଆଶ୍ୱସ୍ତି ନୂଆଦିଲ୍ଲୀ,୧୬ା୧୧: ଭାରତୀୟ ମସଲା ବ୍ୟବସାୟୀ ଏବଂ ଚା’ ଚାଷୀମାନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ଘରୋଇ ବଜାରରେ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଟ୍ରମ୍ପ୍ ପ୍ରାୟ ୨୦୦ ପ୍ରକାରର ଖାଦ୍ୟ, କୃଷିଜାତ ଏବଂ କୃଷି ସମ୍ବନ୍ଧୀୟ ଉତ୍ପାଦ…