ପୁଣି ଥରେ ମହାକାଶରେ ବଡ଼ ସଫଳତା ହାସଲ କଲେ ଭାରତୀୟ ବୈଜ୍ଞାନିକ, ସୌରମଣ୍ଡଳ ବାହାରୁ ନେଲେ ଏମିତି ଫଟୋ ନୂଆଦିଲ୍ଲୀ,୨୦ା୧୧: ଭାରତୀୟ ବୈଜ୍ଞାନିକମାନେ ପୁଣି ଥରେ ମହାକାଶରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଭୌତିକ ଗବେଷଣାଗାର (PRL)ର ବୈଜ୍ଞାନିକମାନେ ମାଉଣ୍ଟ ଆବୁରେ ଥିବା ୧.୨-ମିଟର ଟେଲିସ୍କୋପ ବ୍ୟବହାର କରି ଧୂମକେତୁ 3I/ATLASର ଆଶ୍ଚର୍ଯ୍ୟଜନକ ଫଟୋ ଏବଂ ସ୍ପେକ୍ଟ୍ରା କଏଦ କରିଛନ୍ତି।...