ପାକିସ୍ତାନ ଖେଳାଳିଙ୍କ ପାଇଁ ବୋଲି ଲଗାଇବେ ଭାରତୀୟ ମାଲିକ? ଦି ହଣ୍ଡ୍ରେଡ ଅକ୍ସନରେ ୧୪ ପାକିସ୍ତାନୀ ଖେଳାଳି ସାମିଲ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ନୂଆଦିଲ୍ଲୀ,୩।୩: ଇଂଲଣ୍ଡର ଲୋକପ୍ରିୟ ଟି-୨୦ ଲିଗ, ଦି ହଣ୍ଡ୍ରେଡ, ଆଗାମୀ ସିଜିନ ପାଇଁ ଖେଳାଳିଙ୍କ ଲମ୍ବା ତାଲିକା ପ୍ରକାଶ ପାଇଛି। ଏଥର ନିଲାମରେ ୨୪୭ ଜଣ ଖେଳାଳି ସାମିଲ ହୋଇଛନ୍ତି ଏବଂ ୧୪ ଜଣ ପାକିସ୍ତାନୀ କ୍ରିକେଟରଙ୍କ ପ୍ରବେଶ ସବୁଠାରୁ ବଡ଼…