ସାମ୍ ପିଟ୍ରୋଡାଙ୍କୁ ପୁନଃ ବିଦେଶ ମୁଖ୍ୟ ନିଯୁକ୍ତ କଲା କଂଗ୍ରେସ ନୂଆଦିଲ୍ଲୀ,୨୬।୬: ସାମ ପିଟ୍ରୋଡାଙ୍କୁ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ଭାବରେ ପୁନଃ ନିଯୁକ୍ତ କରିଛି। କିଛି ସପ୍ତାହ ତଳେ ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟକୁ ନେଇ ତାଙ୍କୁ ଏହି ପଦବୀରୁ ସେ ଇସ୍ତଫା ଦେଇଥିଲେ। ଦେଶରେ ନିର୍ବାଚନୀ ମାହୋଲ ସରଗରମ ଥିବା...