କାନାଡାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା, ସୋସିଆଲ ମିଡ଼ିଆରେ ଗୁହାରି କଲେ ଝିଅ ଟରଣ୍ଟୋ,୧୭।୫: ୫୧ ବର୍ଷୀୟ କାନାଡିୟ ବ୍ୟବସାୟୀ ହରଜିତ ସିଂହ ଧଡ୍ଡାଙ୍କୁ ମିସିସାଗାରେ ଗୁଳି କରି ହତ୍ୟା କରାଯାଇଛି। ଡିକ୍ସନ ଏବଂ ହେରି ରୋଡ ନିକଟରେ ଟେଲଫୋର୍ଡ ୱେରେ ଅପରାଧୀମାନେ ଧଡ୍ଡାଙ୍କୁ ଗୁଳି କରିଥିଲେ ଏବଂ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା...