ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ଅଛି: ତରବର ନ ହେବାକୁ କହିଲେ ତୈଳ କମ୍ପାନୀ
ନୂଆଦିଲ୍ଲୀ,୧୦।୫: ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମହଜୁଦ ରହିଛି। ତେଣୁ ଜନସାଧାରଣ ଇନ୍ଧନ କିଣିବା ପାଇଁ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ତୈଳ କମ୍ପାନୀଗୁଡ଼ିକ ଶୁକ୍ରବାର ଜନସାଧାରଣଙ୍କୁ ସୁନିଶ୍ଚିତ କରାଇଛନ୍ତି। ପର୍ଯ୍ୟାପ୍ତ ତୈଳ...


