କାନାଡ଼ାରେ ଭାରତୀୟଙ୍କୁ ହତ୍ୟା ଓଟାଓ୍ବା,୫।୪: କାନାଡାର ଓଟାୱା ସହର ନିକଟରେ ଜଣେ ଭାରତୀୟ ନାଗରିକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଛି। କାନାଡାର ରାଜଧାନୀ ଓଟାୱାରେ ଥିବା ଭାରତୀୟ ହାଇ କମିଶନ କହିଛନ୍ତି ଯେ...