ଭାରତୀୟ ତେଲ କମ୍ପାନୀଗୁଡ଼ିକ ଉପରେ ଚାପ: ଏପରି ସତର୍କବାଣୀ ଶୁଣିଲା ରେଟିଂ ସଂସ୍ଥା ମୁଡିସ୍ ନୂଆଦିଲ୍ଲୀ,୧୧ା୩: ମଧ୍ୟପ୍ରାଚ୍ୟର ଚାଲିଥିବା ଯୁଦ୍ଧ କାରଣରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଘଡ଼ିସନ୍ଧି ମୁହୁର୍ତରେ ଭାରତୀୟ ବଜାରରେ ତେଲ ଦର ସ୍ଥିର ରହିଛି। ଫଳରେ ଦେଶର ପ୍ରମୁଖ ସରକାରୀ ତୈଳ କମ୍ପାନୀଗୁଡ଼ିକ ଆର୍ଥିକ ଚାପର…