ଭାରତର ଶକ୍ତି ଦେଖି ଦୋହଲିଗଲାଣି ପାକିସ୍ତାନର କଲିଜା, ସେନାଠାରୁ ବଞ୍ଚିବାକୁ ଗଠନ କଲାଣି ନୂଆ ଫୋର୍ସ ନୂଆଦିଲ୍ଲୀ/ଇସଲାମାବାଦ,୧୪।୮: ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ S-400 ପ୍ରତିରକ୍ଷା ପ୍ରଣାଳୀର ଶକ୍ତି ଦେଖି ପାକିସ୍ତାନୀ ସେନାର ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ଯେ ଏବେ ଏହା ଏକ ନୂତନ ରକେଟ ବାହିନୀ ଗଠନ କରିବାକୁ ଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ...