ଭାରତୀୟ ବିମାନରେ ବ୍ୟବହାର କରିପାରିବେନି ପାଓ୍ବାର ବ୍ୟାଙ୍କ? DGCA ଆଣିବାକୁ ଯାଉଛି କଡ଼ା ନିୟମ ନୂଆଦିଲ୍ଲୀ,୨୩।୧୦: ଭାରତରେ ବିମାନ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜାତୀୟ ସ୍ତରରେ କଠୋର ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)। ସମ୍ପ୍ରତି ଦିଲ୍ଲୀରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଅଗ୍ନିକାଣ୍ଡ ଘଟିବା...