ଅପରେସନ ସିନ୍ଦୂର ପରେ ପାକିସ୍ତାନର ହୀନ ବ୍ୟବହାର: ଭାରତୀୟ କୂଟନୀତିଜ୍ଞଙ୍କୁ ଖବରକାଗଜ, ଗ୍ୟାସ ଓ ପାଣି ଯୋଗାଣ ବନ୍ଦ ନୂଆଦିଲ୍ଲୀ,୧୧।୮: ପାକିସ୍ତାନ ଅପରେସନ ସିନ୍ଦୂର ପରେ ଇସଲାମାବାଦରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କ ଉପରେ ଉତ୍ପୀଡ଼ନକୁ ତୀବ୍ର କରିଛି। ଏହି ଅପରେସନରେ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ସୋମବାର ଅଧିକାରୀଙ୍କ ସୂଚନା ଅନୁସାରେ, ଭାରତୀୟ…