ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଟିମ୍ ଇଣ୍ଡିଆର ଏହି ଯୁବ କ୍ରିକେଟର, ଖେଳଜଗତରେ ଶୋକର ଛାୟା ମୁମ୍ବାଇ,୨।୧୧: ମୁମ୍ବାଇରୁ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ସଡ଼କ ଦୁର୍ଘଟଣାରେ ଜଣେ ପ୍ରତିଭାବାନ ଯୁବ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଜେଶ ବଣିକ(୩୦)। ସେ ଭାରତୀୟ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଦଳର ପୂର୍ବତନ ସଦସ୍ୟ ତଥା ରଣଜୀ ଟ୍ରଫିରେ…