ସମସ୍ୟାରେ ପଡିଛି ରୁଷିଆ, ଭାରତକୁ ମାଗିଲା ସାହାଯ୍ୟ ନୂଆଦିଲ୍ଲୀ,୨୯ା୧୦: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ୟୁରୋପ ଦେଶମାନଙ୍କର କଟକଣା କାରଣରୁ ରୁଷିଆକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଥିରୁ ମୁକୁଳିବା ଲାଗି ରୁଷିଆ ମିତ୍ର ଦେଶମାନଙ୍କର ସାହାଯ୍ୟ ଲୋଡିଛି। ଏହି କ୍ରମରେ ଆମେରିକା ଏବଂ...