ଭାରତୀୟ ବାୟୁସେନାର ଆକ୍ରମଣରେ ପାକିସ୍ତାନର ଅନେକ ସ୍ଥାନ ଧ୍ୱଂସ, ଫଟୋ ଦେଖାଇ ଜଣାଇଲେ DGAO ନୂଆଦିଲ୍ଲୀ,୧୧।୫: ଭାରତୀୟ ବାୟୁସେନା (ଆଇଏଏଫ) ଦ୍ୱାରା ସଂଚାଳିତ ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଅଡ୍ଡା ସମେତ ପାକିସ୍ତାନ ସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଧ୍ୱଂସ ହୋଇଛି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଡାଇରେକ୍ଟର...