ପାକିସ୍ତାନର ଗୋଟିଏ ମିସାଇଲ ମଧ୍ୟ ଭାରତର ମାଟି ଛୁଇଁ ପାରିବ ନାହିଁ… ଦେଶରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିଛି ଭାରତୀୟ Iron ଡୋମ୍ ନୂଆଦିଲ୍ଲୀ, ୬।୫: ଭାରତ ନିରନ୍ତର ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରୁଛି ଯାହା ପାକିସ୍ତାନ ଭଳି ପଡ଼ୋଶୀ ଦେଶମାନଙ୍କଠାରୁ ଉତ୍ପନ୍ନ ହେଉଥିବା ଆକାଶମାର୍ଗରେ ଆକ୍ରମଣର ବିପଦକୁ ପ୍ରଭାବଶାଳୀ ଭାବେ ମୁକାବିଲା କରିପାରିବ। ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀରେ ଉନ୍ନତ...