ଭାରତ-ଓ୍ବେଷ୍ଟ ଇଣ୍ଡିଜର ପ୍ରଥମ ଟେଷ୍ଟରେ ଖାଲି ପଡିଲା ନରେନ୍ଦ୍ର ମୋଦି ଷ୍ଟାଡିୟମ, BCCI ର ନିଷ୍ପତ୍ତିକୁ ନେଇ ହେଉଛି ଆଲୋଚନା ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ଗ୍ରାଉଣ୍ଡ ଆଧୁନିକ ସୁବିଧାରେ ସଜ୍ଜିତ, ଯେଉଁଠି ଏକାଥରେ ୧୦୦,୦୦୦ରୁ ଅଧିକ ଲୋକ ବସିପାରିବେ। ତଥାପି, ଗୁରୁବାର ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ…