Ind Vs Zim LIVE Score: ଟିମ୍ ଇଣ୍ଡିଆର ଧୂଆଁଧାର ବ୍ୟାଟିଂ, ଜିମ୍ବାଓ୍ବେ ସାମ୍ନାରେ ରଖିଲା ୨୫୭ ରନ୍ର ବିଜୟ ଲକ୍ଷ୍ୟ ଚେନ୍ନାଇ,୨୬।୨: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଆଜି ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଟି-୨୦ ବିଶ୍ୱକପ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି। ଭାରତୀୟ ମାଟିରେ ଟିମ ଇଣ୍ଡିଆ ବିପକ୍ଷରେ ଜିମ୍ବାୱେର ଏହା ପ୍ରଥମ ଟି-୨୦ ମ୍ୟାଚ ହୋଇଥିବାରୁ ଏହାକୁ ନେଇ…