ରାତି ଅଧରେ ଉଡିଲା ଫାଇଟର ଜେଟ୍, ଛାନିଆ ହେଲା ପାକିସ୍ତାନ!
ନୂଆଦିଲ୍ଲୀ,୨।୫: ଭାରତୀୟ ବାୟୁସେନା (ଆଇଏଫଏଫ) ଉତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସୱେରେ ନିର୍ମିତ ୩.୫ କିଲୋମିଟର ଲମ୍ବା ରନଓ୍ବେରେ ଶୁକ୍ରବାର ଦିନ ଏକ ଐତିହାସିକ ପରୀକ୍ଷଣ କରିଛି। ଏହା ଭାରତର ପ୍ରଥମ ଏକ୍ସପ୍ରେସୱେ ହବାଇ ପଟ୍ଟି ଯାହା ଦିନ ଓ ରାତି ଉଭୟ ସମୟରେ…
ଭାରତକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଶାହିଦ ଆଫ୍ରିଦ: ଯଦି ବନ୍ଦ କରିବାର ଅଛି, ତେବେ ସବୁ କର
ଇସଲାମାବାଦ୍,୨୮।୪:ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପ୍ରତ୍ୟେକ କ୍ଷେତ୍ରରେ ପାକିସ୍ତାନକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ, ବିସିସିଆଇ ପାକିସ୍ତାନ କ୍ରିକେଟ ଦଳ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛି। କିଛି ଦିନ ପୂର୍ବରୁ…
ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ! AIର ଭୟଙ୍କର ଆକଳନ
ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାରୁ ଭାରତରେ ପାକିସ୍ତାନ ବିରୋଧରେ କ୍ଷୋଭ…
Blast In Pakistan: ପାକିସ୍ତାନରେ ବଡ଼ ବିସ୍ଫୋରଣ: ବହୁ ଯବାନ ଶହୀଦ
ଇସଲାମବାଦ,୨୫।୪: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ସହରର ମାର୍ଗେଟ ଅଞ୍ଚଳରେ ଶୁକ୍ରବାର ଏକ ଆଇଇଡି (ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ) ବିସ୍ଫୋରଣରେ ଫ୍ରଣ୍ଟିୟର କନଷ୍ଟାବୁଲାରୀ (ଏଫସି)ର ୪ ଜଣ ଯବାନ ଶହୀଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ପୋଲିସ ସୂଚନା…
ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ: ପହଲଗାମ ଆକ୍ରମଣ ପରେ ICCକୁ ଚିଠି ଲେଖିଲା BCCI
ନୂଆଦିଲ୍ଲୀ,୨୫।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ କ୍ରିକେଟ ଦଳ ଆଉ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ଉଭୟ ଦଳ କେବଳ ICC ଟୁର୍ଣ୍ଣାମେଣ୍ଟ କିମ୍ବା ACC ଟୁର୍ଣ୍ଣାମେଣ୍ଟରେ ପରସ୍ପରର ମୁହାଁମୁହିଁ ହୁଅନ୍ତି, କିନ୍ତୁ ପହଲଗାମରେ…
Virat Kohli Ranking:ପାକିସ୍ତାନ ବିପକ୍ଷରେ ଶତକ ହାସଲ ପରେ କୋହଲିଙ୍କୁ ମିଳିଲା ବଡ଼ ପୁରସ୍କାର
ନୂଆଦିଲ୍ଲୀ,୨୬।୨: ଆଇସିସି ପକ୍ଷରୁ ବୁଧବାର ଦିନିକିଆ ରାଙ୍କିଂ ପ୍ରକାଶ କରିଛି। ବିରାଟ କୋହଲି ଏଥିରୁ ଲାଭ ପାଇଛନ୍ତି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ରେ କୋହଲି ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ। କୋହଲିଙ୍କୁ ରାଙ୍କିଂ ମାଧ୍ୟମରେ ଏହାର ପୁରସ୍କାର ମିଳିଛି। ଦିନିକିଆ…
Watch: ମ୍ୟାଚ୍ ନ ଖେଳି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲେ ଏହି ଭାରତୀୟ କ୍ରିକେଟର୍: ପାକିସ୍ତାନ କିମ୍ବଦନ୍ତୀ ବି କରୁଛନ୍ତି ପ୍ରଶଂସା
ଦୁବାଇ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ଭାରତ ବନାମ ପାକିସ୍ତାନ ମ୍ୟାଚ ଆଶା ଅନୁଯାୟୀ କ୍ରିକେଟ ଜଗତ ପାଇଁ ସବୁଠାରୁ ବଡ଼ ଆକର୍ଷଣ ହୋଇ ରହିଥିଲା। ଏହି ମ୍ୟାଚ ଦେଖିବା ପାଇଁ ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଦୁବାଇରେ ପହଞ୍ଚିଥିଲେ। ଏହି ସମୟରେ, ଜଣେ…
ଯାହା ସଚିନ ତେନ୍ଦୁଲକର କରିପାରି ନ ଥିଲେ, ତାହା କରି ଦେଖାଇଲେ ବିରାଟ କୋହଲି
ଦୁବାଇ,୨୪।୨: ଦୁବାଇରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ଏକ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ୬ ଉଇକେଟ୍ରେ ପରାସ୍ତ କରିଥିଲା। ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆ ଲଗାତାର ଦ୍ୱିତୀୟ ମ୍ୟାଚ ଜିତିଛି। ଦୁବାଇରେ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତ ପାଇଁ…
ଭାରତର ଚମତ୍କାର ବିଜୟ ପରେ ଆସିଲା IIT ବାବାଙ୍କ ପ୍ରତିକ୍ରିୟା: ଏମିତି କହିଲେ ସମସ୍ତେ ଶୁଣି ମୁଣ୍ଡରେ ଦେବେ ହାତ
ନୂଆଦିଲ୍ଳୀ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ସମଗ୍ର ମ୍ୟାଚ୍ରେ ଏପରି ଗୋଟିଏ ବି ଘଟଣା ଘଟି ନ ଥିଲା ଯେତେବେଳେ ପାକିସ୍ତାନ ପ୍ରଭାବଶାଳୀ ନଜର ଆସିଥିଲା। କିନ୍ତୁମହାକୁମ୍ଭରେ ଭାଇରାଲ ହୋଇଥିବା IIT ବାବା ଦାବି କରିଥିଲେ,…
IND vs PAK Live Streaming: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ଭାରତ-ପାକିସ୍ତାନ ମ୍ୟାଚ୍
ଦୁବାଇ,୨୨।୨:ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଗଲାଣି। ଟୁର୍ନାମେଣ୍ଟର ସବୁଠାରୁ ଚର୍ଚ୍ଚିତ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇରେ ଖେଳାଯିବ। ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ପ୍ରଶଂସକମାନେ ଘରେ ବସି ଏହି ମ୍ୟାଚ ଲାଇଭ ଦେଖିପାରିବେ। ଭାରତ-ପାକିସ୍ତାନ…
Champions Trophy: ପାକିସ୍ତାନ ଉପରେ ଲାଗିଲା ଜରିମାନା: ଜାଣନ୍ତୁ କାହିଁକି
ଦୁବାଇ,୨୧।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ ଫେବୃଆରୀ ୨୩ରେ ଦୁବାଇରେ ଖେଳାଯିବ। ନ୍ୟୁଜିଲାଣ୍ଡଠାରୁ ହାରିବା ପରେ, ଆୟୋଜକ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବାର ଆଶଙ୍କାର ସମ୍ମୁଖୀନ ହେଉଛି, ପାକିସ୍ତାନ ପାଇଁ ଭାରତକୁ ପରାସ୍ତ କରିବା…
Video: ପାକିସ୍ତାନକୁ ପାନେ ଦେବାକୁ ସଜବାଜ ହେଉଛି ଭାରତ: ଚୌକା-ଛକା ବର୍ଷା
ଦୁବାଇ,୧୭।୨: ଟିମ ଇଣ୍ଡିଆ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ସହ ୨୦ ଫେବୃଆରୀରେ ଦୁବାଇରେ ଖେଳାଯିବ। ସୋମବାର ଦୁବାଇରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହିତ ଟିମ ଇଣ୍ଡିଆର…
Archives


