ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମରେ ବଡ଼ଧରଣର ଅଘଟଣର ଚେତାବନୀ, ଆଲର୍ଟରେ ପୋଲିସ୍ ମୁମ୍ବାଇ,୧୫।୧୧: ୱାଙ୍ଖଡେ ଷ୍ଟାଡିୟମରେ ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୨୩ ରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ସଂଘର୍ଷ ପୂର୍ବରୁ ପୋଲିସକୁ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ଅଜଣା ବ୍ୟକ୍ତି ମୁମ୍ବାଇ ପୋଲିସକୁ ଏକ୍ସ (ପୂର୍ବ ଟୁଇଟର) ରେ ଏକ...