India vs New Zealand 2nd ODI : କେଏଲ ରାହୁଲଙ୍କ ଦମଦାର ଶତକ, ନ୍ୟୁଜିଲାଣ୍ଡକୁ ବଡ଼ ଟାର୍ଗେଟ ନୂଆଦିଲ୍ଲୀ,୧୪।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ରାଜକୋଟରେ ଖେଳାଯାଉଛି। ଭଦୋଦରାରେ ପ୍ରଥମ ଏକଦିବସୀୟ ମ୍ୟାଚକୁ ଟିମ୍ ଇଣ୍ଡିଆ ଚାରି ୱିକେଟରେ ଜିତିଛି । ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ…