Tag Archives: India vs England

ବାପା ମୋ ପାଇଁ ହିରୋ: ଭାରତୀୟ ଦଳରେ ସ୍ଥାନ ପାଇବା ପରେ ଧ୍ରୁବ୍‌ ଜୁରେଲଙ୍କ ପ୍ରଥମ ପ୍ରତିକ୍ରିୟା

ରାଜକୋଟ,୧୪।୨: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଧ୍ରୁବ ଜୁରେଲଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯାଇଛି। ପ୍ରଥମଥର ପାଇଁ ଏହି ଖବର ପାଇବା ପରେ ସେ କିପରି ଅନୁଭବ କଲେ ବୋଲି ଧ୍ରୁବ କହିଥିଲେ। ଭାରତୀୟ କ୍ରିକେଟ ବୋର୍ଡ ଅଫ...

ବିମାନବନ୍ଦରରେ ଅଟକ ରହିଲେ ଇଂଲଣ୍ଡ ଖେଳାଳି

ରାଜକୋଟ,୧୩।୨: ଇଂଲଣ୍ଡ କ୍ରିକେଟ ଦଳର ସ୍ପିନର ରେହାନ ଅହମ୍ମଦଙ୍କୁ ରାଜକୋଟ ବିମାନ ବନ୍ଦରରେ ଅଟକାଯାଇଥିଲା। ସେ ଆବୁଧାବିରୁ ଭାରତ ଫେରିଥିଲେ। ଦ୍ୱିତୀୟ ଟେଷ୍ଟ ପରେ ଇଂଲଣ୍ଡ ଦଳ ଆବୁଧାବି ଯାଇଥିଲା। ଏବେ ତୃତୀୟ ଟେଷ୍ଟ ପାଇଁ ସେମାନେ ଫେରିଛନ୍ତି। ରେହାନ...

ଭରତ ଫ୍ଲପ୍‌, ତୃତୀୟ ଟେଷ୍ଟରେ ଡେବ୍ୟୁ କରିପାରନ୍ତି ଏହି ଖେଳାଳି

ରାଜକୋଟ,୧୨।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃଆରୀ ୧୫ରେୁ ରାଜକୋଟରେ ଖେଳାଯିବ। ଭାରତୀୟ ଦଳ ଅନେକ ପରିବର୍ତ୍ତନ ସହିତ ଏହି ମ୍ୟାଚରେ ପ୍ରବେଶ କରିପାରିବ। ତେବେ ଯୁବ ଉଇକେଟ କିପର...

ରାଜକୋଟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ବଡ଼ ଝଟ୍‌କା

ରାଜକୋଟ,୧୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଇଂଲଣ୍ଡକୁ ଏକ ବଡ଼ ଝଟକା ଲାଗିଛି। ଇଂଲଣ୍ଡର ସ୍ପିନ ବୋଲର ଜ୍ୟାକ ଲିଚ ଆହତ ହୋଇ ଦଳରୁ ବାଦ୍‌ ପଡିଛନ୍ତି।...

ରୋହିତ ଶର୍ମାଙ୍କୁ ଏହି ୩ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡ଼ିବ

ରାଜକୋଟ,୯।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପରବର୍ତ୍ତୀ ଟେଷ୍ଟ ମ୍ୟାଚ ରାଜକୋଟରେ ଖେଳାଯିବ। ସିରିଜର ତୃତୀୟ ମ୍ୟାଚ ଫେବୃଆରୀ ୧୫ରୁ ଖେଳାଯିବ। ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ବାକି ତିନିଟି ମ୍ୟାଚ ପାଇଁ ଦଳ ଘୋଷଣା କରିନାହିଁ। କିନ୍ତୁ...

ବିଜୟ ଆଡକୁ ମୁହାଁଉଛି ଭାରତ: ଇଂଲଣ୍ଡକୁ ଚତୁର୍ଥ ଝଟ୍‌କା

ବିଶାଖାପାଟନମ୍‌,୫।୨: ବିଶାଖାପାଟନମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ଆଡକୁ ମୁହାଁଉଛି। ୩୯୯ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଇଂଲଣ୍ଡ ୧୫୪ ସ୍କୋରରେ ଚତୁର୍ଥ ଝଟକା ପାଇଛି। ଆର୍‌ ଅଶ୍ୱିନ ଜୋ...

ସବୁକିଛି ମୋ ନିୟନ୍ତ୍ରଣରେ ନାହିଁ… ଟି-୨୦ରୁ ବାଦ୍‌ ପଡ଼ିବା ପରେ ମୁହଁ ଖୋଲିଲେ ଆୟର

ନୂଆଦିଲ୍ଲୀ,୧୬।୧୨: ଟିମ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ବର୍ତ୍ତମାନ ଟି-୨୦ ଦଳର ଅଂଶ ନାହଁାନ୍ତି। କୁହାଯାଉଛି ଯେ, ଆୟର ୨୦୨୪ ଟି-୨୦ ବିଶ୍ୱକପରେ ଖେଳୁଥିବା ଦେଖାଯିବ ନାହିଁ। ସେ ବର୍ତ୍ତମାନ ଇଂଲଣ୍ଡ ଟେଷ୍ଟ ସିରିଜ ପ୍ରସ୍ତୁତି ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri