ପ୍ରଥମ ମ୍ୟାଚ୍ରେ ଗିଲଙ୍କ ଅଧିନାୟିକତ୍ୱ ଲାଗିଲା ଦାଗ: ବଢୁଛି ଚର୍ଚ୍ଚା ନୂଆଦିଲ୍ଲୀ,୨୩।୬: ଶୁବମନ ଗିଲ ହୁଏତ ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ହେବା ମାତ୍ରେ ଶତକ ହାସଲ କରିଥିବେ, କିନ୍ତୁ ଯେତେବେଳେ ପଡ଼ିଆରେ ଅଧିନାୟକତ୍ୱ କଥା ଆସେ, ସେତେବେଳେ ମନେହୁଏ ସେ ବିଫଳ ହୋଇଛନ୍ତି। ବିରାଟ କୋହଲି ତାଙ୍କ ସମଗ୍ର ଅଧିନାୟିକତ୍ୱ...