ପୁଣି ଆରମ୍ଭ ହେଲା ଭାରତ-ଆମେରିକା ବାଣିଜ୍ୟ ଆଲୋଚନା: “ସକାରାତ୍ମକ” ସଙ୍କେତ ଦେଲେ ଦୁଇ ପକ୍ଷ ନୂଆଦିଲ୍ଲୀ, ୧୬।୯: ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍ ଲାଗୁ ପରେ ପ୍ରଥମ ବାଣିଜ୍ୟ ଚୁକ୍ତି ଆଲୋଚନାକୁ ଭାରତ ଓ ଆମେରିକା ଦୁହେଁ ପକ୍ଷ “ସକାରାତ୍ମକ” କହିଛନ୍ତି। ୧୬ ସେପ୍ଟେମ୍ବରରେ ଦିଲ୍ଲୀରେ ଆମେରିକାର ସହାୟକ ଟ୍ରେଡ୍ ରିପ୍ରେଜେନ୍ଟେଟିଭ୍ ବ୍ରେଣ୍ଡନ୍ ଲିଞ୍ଚ ଓ ବାଣିଜ୍ୟ…