ଭାରତ ଉପରେ ସବୁ ଦୋଷ ଝାଡ଼ିଦେଲେ ଟ୍ରମ୍ପ: କହୁ କହୁ ସାଂଘାତିକ କଥା କହିଦେଲେ… ଓ୍ବାଶିଂଟନ,୩।୯: ଚାଇନାରେ ଅନୁଷ୍ଠିତ SCO ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି, ପୁଟିନ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ମିଳନ ଟ୍ରମ୍ପଙ୍କୁ ବିରକ୍ତ କରିଛି। SCO ପରେ ତୁରନ୍ତ ଟ୍ରମ୍ପ ତାଙ୍କ ଟାରିଫ୍ ପଦକ୍ଷେପକୁ ସମର୍ଥନ କରି ଏକ ବିବୃତ୍ତି ଜାରି କରିଥିଲେ।…