Exclusive: ଭାରତର ଆକ୍ରମଣ ପରେ ଧ୍ୱଂସ ପାକିସ୍ତାନ ଏୟାରବେସ, ନୂଆ HD ସାଟେଲାଇଟ୍ ଫଟୋରୁ ହେଲା ଖୁଲାସା ନୂଆଦିଲ୍ଲୀ,୧୩।୫: ଭାରତୀୟ ସେନାର ଆକ୍ରମଣ ପରେ ପାକିସ୍ତାନର ବିଭିନ୍ନ ଏୟାରବେସରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ନୂଆ ସାଟେଲାଇଟ୍ ଫଟୋ ଜାରି ହୋଇଛି। ବେସରକାରୀ ସାଟେଲାଇଟ୍ କମ୍ପାନୀ ମାକ୍ସାର ଟେକ୍ନୋଲୋଜିସ୍ ଦ୍ୱାରା ପ୍ରକାଶିତ ଏହି ହାଇ-ଡେଫିନିସନ୍ (HD) ଚିତ୍ରଗୁଡ଼ିକ ପାକିସ୍ତାନର...