ପାକିସ୍ତାନର ପୋଲ୍ ଖୋଲିଲେ ସୋଫିଆ କୁରେଶୀ: କହିଲେ, ଦିଆଯାଉଛି ମୁହଁତୋଡ଼ ଜବାବ ନୂଆଦିଲ୍ଲୀ,୧୦।୫: ‘ଅପରେଶନ ସିନ୍ଦୂର’କୁ ନେଇ ଶନିବାର ଭାରତ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କର୍ନେଲ ସୋଫିଆ କୁରେଶୀ କହିଛନ୍ତି, ପାକିସ୍ତାନ ସେନା ସମଗ୍ର ପଶ୍ଚିମ ସୀମାରେ ଏହାର ଆକ୍ରମଣାତ୍ମକ କାର୍ଯ୍ୟକଳାପ ଜାରି ରଖିଛି। ଏଥିରେ ଡ୍ରୋନ ଏବଂ ଅନ୍ୟାନ୍ୟ...