ରେଳବାଇ ପରେ ଡାକ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ; ୬୦ ଦିନର ବୋନସ ଘୋଷଣା କଲେ କେନ୍ଦ୍ର ସରକାର, ଜାଣନ୍ତୁ କେତେ…
ନୂଆଦିଲ୍ଲୀ,୧୭।୧୦: ପାର୍ବଣର ଏହି ଋତୁରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛନ୍ତି। ନିକଟରେ ଭାରତୀୟ ରେଳବାଇର ପ୍ରାୟ ୧୧.୪ ଲକ୍ଷ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେବା ପାଇଁ ଏକ ବଡ଼ ଘୋଷଣା କରାଯାଇଥିଲା। ଏବେ ଠିକ ସେହି…

