ଅସ୍ତ୍ରବିରତି ପରେ ଚେନାବ ନଦୀର ଡ୍ୟାମ ଖୋଲିଦେଲା ଭାରତ, ପାକିସ୍ତାନରେ ବନ୍ୟା! ଇସଲାମବାଦ,୧୧।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହି ଆକ୍ରମଣ ପରେ, ଭାରତ ପ୍ରତିଶୋଧ ନେଇ ପାକିସ୍ତାନ ବିରୋଧରେ ଅନେକ କଠୋର ନିଷ୍ପତ୍ତି ନେଇଥିଲା। ଏଥିରେ ସବୁଠାରୁ କଠିନ ନିଷ୍ପତ୍ତି ଥିଲା ପାଣି…