ଆମେରିକା ସହ ଟାରିଫ ଓ୍ବାର ମଧ୍ୟରେ ମିଡିଲ ଇଷ୍ଟରୁ ଆସିଲା ଖୁସି ଖବର, ଭାରତ-ଓମାନ ମଧ୍ୟରେ ଖୁବ ଶୀଘ୍ର ହେବ… ନୂଆଦିଲ୍ଲୀ,୧୦।୮: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ନେଇ ସସପେନ୍ସ ରହିଥିବା ବେଳେ, ମଧ୍ୟପ୍ରାଚ୍ୟରୁ ଭାରତ ପାଇଁ ଏକ ଭଲ ଖବର ଆସିଛି। ଭାରତ ଏବଂ ଓମାନ ମଧ୍ୟରେ ଖୁବଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇପାରେ। ଉଭୟ...