ପୁଣି ଭାରତ ସହ ବିବାଦ ସୃଷ୍ଟି କଲେ ୟୁନୁସ: ଭାରତର ଏହି ଅଞ୍ଚଳକୁ କହିଲେ ବାଂଲାଦେଶର ଢାକା,୨୭।୧୦: ବାଂଲାଦେଶର ଅନ୍ତରୀଣ ମୁଖ୍ୟ ମହମ୍ମଦ ୟୁନୁସ ପୁଣି ଥରେ ଭାରତର ସାର୍ବଭୌମତ୍ୱ ପ୍ରତି ଆହ୍ୱାନ ଦେଇ ବିବାଦ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନର ମିଳିତ ସେନା ମୁଖ୍ୟ ଜେନେରାଲ୍ ସାହିର୍ ଶମସାଦ୍ ମିର୍ଜାଙ୍କୁ ଏକ ବିବାଦୀୟ ମାନଚିତ୍ର ଉପହାର ଦେଇଛନ୍ତି,…