ଆଜି ଇଣ୍ଡିଆ ମେରିଟାଇମ ଓ୍ବିକ୍ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,୨୭ା୧୦(ଅନୁରାଧା ମହାରଣା): ଇଣ୍ଡିଆ ମେରିଟାଇମ ଓ୍ବିକ୍(ଆଇଏମ୍ଡବ୍ଲୂ୍ୟ) ୨୦୨୫ ସୋମବାର ମୁମ୍ବାଇଠାରେ ଆରମ୍ଭ ହେବ। ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ପରେ ଓଡ଼ିଶା...