Video: ପାକିସ୍ତାନକୁ ପାନେ ଦେବାକୁ ସଜବାଜ ହେଉଛି ଭାରତ: ଚୌକା-ଛକା ବର୍ଷା ଦୁବାଇ,୧୭।୨: ଟିମ ଇଣ୍ଡିଆ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ସହ ୨୦ ଫେବୃଆରୀରେ ଦୁବାଇରେ ଖେଳାଯିବ। ସୋମବାର ଦୁବାଇରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହିତ ଟିମ...