ପ୍ରତିରକ୍ଷା ମନ୍ତ୍ରଣାଳୟର ଐତିହାସିକ ନିଷ୍ପତ୍ତି: ସିଡିଏସ୍ଙ୍କୁ ମିଳିଲା ବଡ଼ କ୍ଷମତା; ଭାରତୀୟ ସେନାରେ ଆରମ୍ଭ ହେଲା ନୂଆ ଯୁଗ’ ନୂଆଦିଲ୍ଲୀ,୨୪।୬: ଭାରତୀୟ ସଶସ୍ତ୍ର ବାହିନୀର ଆଧୁନିକୀକରଣ ଓ ସମନ୍ୱୟକୁ ନୂତନ ଦିଗ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଚୀଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍) ଜେନେରାଲ ଅନିଲ...