‘ଭାରତକୁ ଚାଇନା ସହ ଯିବାକୁ ବାଧ୍ୟ କରାଯାଉଛି,’ ଟ୍ରମ୍ପଙ୍କ ଉପରେ ରାଗିଲେ ପୂର୍ବତନ NSA ଓ୍ବାଶିଂଟନ,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପଙ୍କ ନିଷ୍ପତ୍ତିକୁ ତାଙ୍କ ନିଜ ଦେଶରେ ବିରୋଧ କରାଯାଉଛି। ପୂର୍ବତନ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଜ୍ୟାକ ସୁଲିଭାନ କହିଛନ୍ତି ଯେ ରାଷ୍ଟ୍ରପତି…