ସ୍ୱୀକାର କଲେ ଶେହବାଜ ଶରୀଫ, ଭାରତ ବ୍ରହ୍ମୋସ ମିସାଇଲରେ ଆଗରେ ଅସହାୟ ପାକିସ୍ତାନ… ଇସଲାମବାଦ,୨୯।୫: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ସ୍ୱୀକାର କରିଛନ୍ତି ଯେ ମେ ୯-୧୦ ତାରିଖ ରାତିରେ ଭାରତ ବ୍ରହ୍ମୋସ ମିସାଇଲ ମାଡ଼ କରି ରାୱଲପିଣ୍ଡି ବିମାନବନ୍ଦର ସମେତ ମୁଖ୍ୟ ସାମରିକ ଘାଟିଗୁଡ଼ିକୁ ଆକ୍ରମଣ କରିଥିଲା ବେଳେ ତାଙ୍କ ସେନା ଅପ୍ରସ୍ତୁତ...