ଭାରତର ଆକ୍ସନରେ ବାଂଲାଦେଶରେ ହଇଚଇ: ରାସ୍ତାରେ ଧାଡି ଲାଗିଛି ଢାକା,୧୯।୫: ବାଂଲାଦେଶର ୟୁନୁସ ସରକାର ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ପଦକ୍ଷେପ ନେଉଛନ୍ତି। ଦୀର୍ଘ ସମୟ ଧରି ବାଣିଜ୍ୟ ସହାୟତା ପାଇଁ ଭାରତ ଉପରେ ନିର୍ଭରଶୀଳ ବାଂଲାଦେଶ ଏବେ ଭାରତୀୟ ବ୍ୟବସାୟଗୁଡ଼ିକୁ ଟାର୍ଗେଟ କରୁଛି। ବାଂଲାଦେଶକୁ ଶିକ୍ଷା ଦେବା...