Tag Archives: India and Pakistan

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ ମଧ୍ୟରେ ମ୍ୟାଚ କେବଳ ବଡ଼ ଟୁର୍ଣ୍ଣାମେଣ୍ଟ ସମୟରେ ହିଁ ଖେଳାଯାଉଛି, କାରଣ ଭାରତ…

ଆରବ ସାଗରରେ ଭାରତ-ପାକିସ୍ତାନ ମଧ୍ୟରେ ମହାଭାରତ! ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ଜବାବ ମାଗିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୬।୯: ପାକିସ୍ତାନୀ ନୌସେନା ଜାହାଜ ଏବଂ ଭାରତୀୟ ନୌସେନା ୟୁନିଟ ମଧ୍ୟରେ ହୋଇଥିବା ଧକ୍କାକୁ ନେଇ ଭାରତ ପାକିସ୍ତାନ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛି। ନୂଆଦିଲ୍ଲୀରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ପାକିସ୍ତାନ ହାଇକମିଶନର ‘ଚାର୍ଜ ଡି’ଆଫେୟାର୍ସ’ (Charge d’Affaires) ଙ୍କୁ…

ଭାରତ-ପାକିସ୍ତାନ ମଧ୍ୟରେ ହେବ T20 World Cup 2026 ଫାଇନାଲ? ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୨୮।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହି ଦୁଇ ଦଳ ୨୦୨୬ ଟି୨୦ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ପରସ୍ପରକୁ ଭେଟିଥିଲେ। ଭାରତ ଜିତିଥିଲା, କିନ୍ତୁ ଭିନ୍ନ ଭିନ୍ନ ଗ୍ରୁପରେ ସ୍ଥାନିତ…

ଟ୍ରମ୍ପଙ୍କ ରିପୋର୍ଟରେ ରହିଛି ୨୩ ଦେଶର ନାମ, ନିଶା ଉତ୍ପାଦନ ପାଇଁ କିଏ ଦାୟୀ, ଭାରତ-ପାକିସ୍ତାନର ବି ରହଛି ନାଁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଂଗ୍ରେସରେ ‘ପ୍ରେସିଡେଣ୍ଟସିଆଲ ଡିଟରମିନେଶନ’ ଶୀର୍ଷକ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ ସେହି ଦେଶଗୁଡ଼ିକର ତାଲିକା ଦିଆଯାଇଛି ଯେଉଁମାନେ ବେଆଇନ ନିଶା ଉତ୍ପାଦନର କେନ୍ଦ୍ର କିମ୍ବା ପ୍ରମୁଖ ଚୋରା ଚାଲାଣ ପଥ ସହିତ ଜଡିତ।…

ଭାରତକୁ ଆମେରିକା ଦେଲା ଏମିତି ଶକ୍ତିଶାଳୀ ଯୁଦ୍ଧାସ୍ତ୍ର, ପାକିସ୍ତାନ ଥରହର

ନୂଆଦିଲ୍ଲୀ,୨୩।୭: ଭାରତୀୟ ସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ଆମେରିକାରୁ 3ଟି AH-64E ଆପାଚେ ଆକ୍ରମଣ ହେଲିକପ୍ଟରର ପ୍ରଥମ ବ୍ୟାଚ ହିଣ୍ଡନ ଏୟାରବେସରେ ପହଞ୍ଚିଛି। ଏଗୁଡ଼ିକୁ ‘ଉଡ଼ନ୍ତା ଟ୍ୟାଙ୍କ’ କୁହାଯାଏ, ଯାହା ହେଲଫାୟାର ଏବଂ ଷ୍ଟିଞ୍ଜର ମିସାଇଲରେ ସଜ୍ଜିତ ଏବଂ 1…

ଟ୍ରମ୍ପଙ୍କୁ ପଚାରିଲେ ଥରୁର, କେମିତି ଥିଲା ଖାଇବା?

ନୂଆଦିଲ୍ଲୀ, ୧୯।୬: କଂଗ୍ରେସ ଏମପି ଶଶି ଥରୁର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସିମ ମୁନିରଙ୍କ ସହ ହ୍ବାଇଟ ହାଉସରେ ମଧ୍ୟାହ୍ନ ଭୋଜନ କରିବା ଉପରେ କଡ଼ା ପ୍ରତିକ୍ରୟା ରଖିଛନ୍ତି। ଥରୁର ଏହି ବୈଠକକୁ…

ପାକିସ୍ତାନ ପରମାଣୁକୁ ନେଇ ସାଂଘାତିକ ଖବର! ଯୁଦ୍ଧ ସମୟରେ ହୋଇଥିଲା…

ଇସଲାମବାଦ,୨୪।୫: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନରେ ଉପସ୍ଥିତ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହା ସହିତ, ୧୩ଟି ଏୟାରବେସରୁ ୧୧ଟିକୁ ଟାର୍ଗେଟ କରାଯାଇଥିଲା। ଏହି ସମୟରେ, ସୋସିଆଲ ମିଡିଆରେ…

ଭାରତ-ପାକିସ୍ତାନ ମଝିରେ କାହିଁକି କୁଦି ପଡିଲେ ଟ୍ରମ୍ପ? ବୈଦେଶିକ ସଚିବ କହିଲେ ଅସଲ କାହାଣୀ

ନୂଆଦିଲ୍ଲୀ,୨୦।୫: ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସୋମବାର (୧୯ ମଇ, ୨୦୨୫) ସଂସଦୀୟ ବୈଦେଶିକ ବ୍ୟାପାର ସ୍ଥାୟୀ କମିଟି ସମ୍ମୁଖରେ ଆତଙ୍କବାଦରେ ପାକିସ୍ତାନର ସମ୍ପୃକ୍ତି ବିଷୟରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୂତ୍ର ଅନୁସାରେ, ସେମାନେ କମିଟିକୁ କହିଥିଲେ ଯେ ପହଲଗାମ ଆତଙ୍କବାଦୀ…

LOCରୁ ତଳକୁ ଯିବନି ବୁନ୍ଦାଏ ପାଣି…ପାକିସ୍ତାନ ବିରୋଧରେ ମୋଦିଙ୍କ ଜୋରଦାର ଆକ୍ସନ

ନୂଆଦିଲ୍ଲୀ,୧୭।୫: ପାକିସ୍ତାନକୁ ପ୍ରତ୍ୟେକ ବୁନ୍ଦା ପାଣି ପାଇଁ ଆକୁଳ କରିବା ପାଇଁ ଭାରତ ପୁଣି ଥରେ ଓ୍ବାଟର ଷ୍ଟ୍ରାଇକ୍‌ କରିବାକୁ ପ୍ରସ୍ତୁତ ହୋଇଛି। ପ୍ରଥମେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା ଏବଂ ଏବେ ଝେଲମ ନଦୀ ଉପରେ ତୁଲବୁଲ…

India Pakistan: ଆରବ ସାଗରରେ ମୁହାଁମୁହିଁ ହୋଇଗଲେ ଭାରତ-ପାକିସ୍ତାନ, ହେବ କି ଯୁଦ୍ଧ?

ନୂଆଦିଲ୍ଲୀ, ୧।୫: ଜାମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଅରବ ସାଗରରେ ଉଭୟ ଦେଶର ନୌସେନା ଏକକାଳୀନ ଭାବେ ଅଭ୍ୟାସ ଆରମ୍ଭ କରିଛି। ଭାରତୀୟ…

ଭାରତର ପ୍ରତିଶୋଧ ଭୟରେ ପାକିସ୍ତାନ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୪।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଭାରତୀୟଙ୍କ ଜୀବନ ଯିବା ପରେ ଭାରତ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଅନେକ ବଡ଼ ନିଷ୍ପତ୍ତି ଘୋଷଣା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା…

କଶ୍ମୀର ପ୍ରସଙ୍ଗରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ତୁର୍କୀ ରାଷ୍ଟ୍ରପତି: ମୁହଁତୋଡ଼ ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୨।୨:ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତାଇପ୍‌ ଏର୍ଡୋଗାନ୍‌ କଶ୍ମୀର ପ୍ରସଙ୍ଗରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଭାରତ ଏହାର ଦୃଢ଼ ପ୍ରତିବାଦ ଜଣାଇଛି। ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶୋହଓ୍ବାଜ ଶରିଫ୍‌ଙ୍କ ସହ ଆଲୋଚନା ପରେ ଏର୍ଡୋଗାନ୍‌ କଶ୍ମୀର ପ୍ରସଙ୍ଗର ସମାଧାନ ଲାଗି ଜାତିସଂଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?