ଖୁସିରେ ଗଦଗଦ ହେଲେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱ କରିଥିବା ଭାରତୀୟ ଦଳ ଜିତି ସିରିଜକୁ ୧-୧ରେ ଡ୍ର କରିଥିଲା। ଭାରତର ଏହି ବିଜୟରେ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ…
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ରେ ବାଧକ ସାଜିଲା ବର୍ଷା: ୧୯.୩ ଓଭରରେ ଭାରତ ୧୮୦/୭
ଜିକ୍ୱେବେରା,୧୨ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା କାରଣରୁ ଧୋଇ ଯାଇଥିଲା। ମଙ୍ଗଳବାର ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଥିବା ବେଳେ ଭାରତୀୟ ଇନିଂସର ୩ଟି ବଲ୍ ଥାଇ ବର୍ଷା ହେବାରୁ ମ୍ୟାଚ୍ ସ୍ଥଗିତ ରହିଛି।…
ଟିମ୍ ଇଣ୍ଡିଆର ଅଡ଼ୁଆ ବଢିପାରେ
ଡର୍ବାନ, ୧୧ା୧୨: ବର୍ଷା ଯୋଗୁ ଡର୍ବାନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ବାତିଲ ହୋଇଛି। ପ୍ରଥମ ଟି-୨୦ ରଦ୍ଦ ହେବା ଭାରତ ପାଇଁ ଏକ ବଡ ସମସ୍ୟା ହୋଇପାରେ। କାରଣ ବର୍ତ୍ତମାନ ୨୦୨୪ରେ ଖେଳାଯିବାକୁ ଥିବା ଟି-୨୦…
ଭାରତୀୟ ଅଧିନାୟକଙ୍କ ‘ସ୍ପେଶାଲ୍ ଫଟୋଶୁଟ୍’: ଭାଇରାଲ ହେଉଛି ଫଟୋ
ଡର୍ବାନ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଡର୍ବାନର କିଙ୍ଗ୍ସମିଡ ଗ୍ରାଉଣ୍ଡରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ପୂର୍ବରୁ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ…
Archives


