IND vs PAK Live Streaming: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ଭାରତ-ପାକିସ୍ତାନ ମ୍ୟାଚ୍ ଦୁବାଇ,୨୨।୨:ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଗଲାଣି। ଟୁର୍ନାମେଣ୍ଟର ସବୁଠାରୁ ଚର୍ଚ୍ଚିତ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇରେ ଖେଳାଯିବ। ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ପ୍ରଶଂସକମାନେ ଘରେ ବସି ଏହି ମ୍ୟାଚ ଲାଇଭ ଦେଖିପାରିବେ।...