IND vs NZ 2nd T20I: ପାଓ୍ବାରପ୍ଲେରେ ଦମ ଦେଖାଇଲା ଇଣ୍ଡିଆ, ଦୋହଲିଗଲା ୧୯ ବର୍ଷର ରେକର୍ଡ ନୂଆଦିଲ୍ଲୀ,୨୫।୧: ରାୟପୁରର ଶହୀଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ, ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ପାୱାରପ୍ଲେରେ ଏକ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲା। ଭାରତ ପ୍ରଥମ ଛଅ ଓଭରରେ ୨ ୱିକେଟ ହରାଇ…