ଗିଲ ମାରିଲେ ୯୫ ମିଟର ଲମ୍ବା ଛକା, ଆଖି ପିଛୁଳାକେ ଷ୍ଟାଡିୟମ ବାହାରକୁ ଚାଲିଗଲା ବଲ୍; ଦେଖନ୍ତୁ ଭିଡିଓ… ବେଙ୍ଗାଲୁରୁ,୧୨।୧୧: ଭାରତୀୟ କ୍ରିକେଟ ଟିମ୍ ବାଙ୍ଗାଲୁରୁର ଏମ୍. ଚିନ୍ନସ୍ବାମୀ ଷ୍ଟାଡିୟମରେ ରବିବାର ଅନ୍ତିମ ଲିଗ୍ ମ୍ୟାଚ୍ ଖେଳୁଛି। ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏଯାବତ ଟିମ୍ ଇଣ୍ଡିଆ ୮ ମ୍ୟାଚ୍...