ବଡ଼ ଭୁଲ୍ କରିଦେଲେ ସଞ୍ଜୁ ସାମସନ, ଗମ୍ଭୀର ଦେଲେ ଏଭଳି ପ୍ରତିକ୍ରିୟା ନୂଆଦିଲ୍ଲୀ, ୧୩।୨: ନାମିବିଆ ବିପକ୍ଷରେ ଟିମ୍ ଇଣ୍ଡିଆ ୨୦୯ ରନର ବିଶାଳ ସ୍କୋର କରିଥିଲା। ଅଭିଷେକ ଶର୍ମାଙ୍କ ଅନୁପସ୍ଥିତିରେ, ସଞ୍ଜୁ ସାମସନ ଓପନର ଭାବରେ ବିସ୍ଫୋରକ ଭାବରେ ଇନିଂସ ଆରମ୍ଭ କରିଥିଲେ, କିନ୍ତୁ ତାଙ୍କର ଆଉଟ ହେବା ପରେ ପୁଣି ଥରେ…